Jump to content

ଡିପୋଜିଟ୍

ଉଇକିଅଭିଧାନ‌ରୁ

ଡିପୋଜିଟ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଡିପଜିଟ୍)

[ସମ୍ପାଦନା]
୧. ଧନ ଅନ୍ୟ ବ୍ୟକ୍ତି ନିକଟରେ ଗଚ୍ଛିତ ରଖିବା; ଅମାନତ୍ —୧. Deposit.
୨. ନ୍ୟାସ୍; ବିଶିଷ୍ଟ କାର୍ଯ୍ୟ ପାଇଁ ଜଣକ ମାରଫତରେ ଟଙ୍କା ଜମା କରାଯିବା — ୨. A deposit in trust.
୩. କୌଣସି ବ୍ୟକ୍ତି ନିକଟରେ ନିର୍ଦ୍ଦିଷ୍ଟ କାର୍ଯ୍ୟ ପାଇଁ ଜମା କରାଯିବା ଟଙ୍କା — ୩. A sum deposited with some one for a particular purpose.