ଡିପ୍ଲୋମା
ଦେଖଣା
ଡିପ୍ଲୋମା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]କୌଣସି ବିଦ୍ୟାରେ ପାରଦର୍ଶିତା ଲାଭ କରିଥିବା ଛାତ୍ରକୁ ଶେଷ ପରୀକ୍ଷା ପରେ ବିଦ୍ୟାଳୟର ସର୍ବୋଚ୍ଚ କର୍ତ୍ତୃପକ୍ଷଙ୍କଠାରୁ ମିଳାବା ସନନ୍ଦ —Deploma.
[ ଦ୍ର—ସାଧାରଣତଃ ବିଦ୍ୟାଳୟ ବା କଲେଜର ଶେଷ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଛାତ୍ରଙ୍କୁ ଡିପ୍ଲୋମା ମିଳେ; ଯେଉଁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଛାତ୍ରଙ୍କୁ ଡିପ୍ଲୋମା ମିଳେ ସେହି ପରୀକ୍ଷାକୁ ଡିପ୍ଲୋମା 'ଏକ୍ଜାମିନେସନ୍' ବୋଲାଯାଏ ]