Jump to content

ଡିଫାମେସନ୍

ଉଇକିଅଭିଧାନ‌ରୁ

ଡିଫାମେସନ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]

କୌଣସି ବ୍ୟକ୍ତି ବିରୁଦ୍ଧରେ ଅପବାଦର ପ୍ରଚାର —Defamation.

[ ଦ୍ର—ଯେବେ କୌଣସି ବ୍ୟକ୍ତି ଅନ୍ୟ ବ୍ୟକ୍ତିର ସୁନାମରେ ବାଧା ଦେବା ଉଦ୍ଦେଶ୍ୟରେ ଅନ୍ୟ ବ୍ୟକ୍ତି ବିରୁଦ୍ଧରେ ଲିଖିତଭାବରେ, ମୁହଁରେ କିମ୍ୱା ଇଙ୍ଗିତାଦି—ଦ୍ୱାରା ଉକ୍ତ ବ୍ୟକ୍ତିର କୌଣସି ନିନ୍ଦାଜନକ ବା ସମ୍ମାନ— ହାନିକର ବିଷୟ ଏକାଧିକ ବ୍ୟକ୍ତିଙ୍କ ନିକଟରେ ପ୍ରଚାର କରେ ତେବେ ତାହା 'ଡିଫାମେସନ୍' ହୁଏ ଏଥିର ସଂଜ୍ଞା ଭାରତୀୟ ଦଣ୍ଡବିଧି ଆଇନର ୪୯୯: ଦଫାରେ ଓ ଦଣ୍ଡ ୫ ଦଫାରେ ବିବୃତ ହୋଇଅଛି]