Jump to content

ଡିଫେନ୍ସ୍

ଉଇକିଅଭିଧାନ‌ରୁ

ଡିଫେନ୍ସ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]
୧. ଫଉଜଦାରି ମକଦ୍ଦମାରେ ମୁଦାଲାର ପକ୍ଷ —୧. The side of the accused in a criminal case.
୨. ଦେବାନୀ ମକଦ୍ଦମାରେ ପ୍ରତିବାଦୀର ପକ୍ଷ — ୨. The side of the defendant in a civil suit.
୩. ଫଉଜଦାରୀ ମକଦ୍ଦମାରେ ମୁଦେଇର ଉପସ୍ଥାପିତ ଅଭି— ଯୋଗ ଓ ଦେବାନୀ ମକଦ୍ଦମାରେ ବାଦୀର ଅରଜିଲିଖିତ ଦାବୀ ବା ବିବୃତିର ଉତ୍ତରରେ ଯଥାକ୍ରମେ ମୁଦାଲାର ଓ ପ୍ରତିବାଦିର ଉପସ୍ଥାପିତ ଜବାବ; ସଫେଇ — ୩. Defence of an accused or of a defendant in a criminal or civil case.