ଡିବା
ଦେଖଣା
ଡିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦର୍ବୀ=ଅଣକ କିମ୍ୱା ସଂସ୍କୃତ - ଡିମ୍ୱ; କିମ୍ୱା ତା. ଡିବ୍ୱା)
[ସମ୍ପାଦନା]- ୧. ପାନ ବଟା; ଭଙ୍ଗା ପାନ ବା ପାନଖିଲ ରଖିବାପାଇଁ ବ୍ୟବହୃତ ଧାତୁମୟ ଆବରଣଯୁକ୍ତ ପାତ୍ର — ୧. Betel-case made of metal.
- ୨. ଧାନ ମାପିବାର ଛୋଟ ଗଉଣୀ — ୨. A corn-measuring pot.
- ୩. ଧାତୁନିର୍ମିତ ଆବରଣଯୁକ୍ତ ଛୋଟ ପାତ୍ର; ସମ୍ପୁଟ — ୩. A metal casket.
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]କିରାସିନି ତେଲ ଜଳିବାର ଡିବି; ଡିବିରି; ଚିମ୍ନୀ ଲାଗି ନ ଥିବା କେରାସିନ୍ ତେଲ ଜଳିବା ଟିଣର ଦୀପ — A kerosine burner or lamp without a chimney.
(ମେଦିନୀପୁର)—ବି
[ସମ୍ପାଦନା]କରାଟ —A small metal box for putting small things and carrying it in the waist-cloth.
ଦେଶଜ - ବିଶେଷଣ -
[ସମ୍ପାଦନା]ଡିମ୍ୱା (ଦେଖ) - —Ḍimbā (See)