ଡିବିଡିବି ବାଜିବା
ଦେଖଣା
ଡିବିଡିବି ବାଜିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଡିବିଡିବି ବାଜିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା](କୌଣସି ବିଷୟ) ସର୍ବତ୍ର ପ୍ରଘଟ ହେବା; ସାଧାରଣରେ ପ୍ରକଟିତ ବା ରାଷ୍ଟ୍ର ହେବା — To be published or proclaimed broad cast.
କଟକରେ ବାଜେ ଡିବିଡିବି ଝିଅ ନିତି କହୁ ଥାଏ ଯିବି ଯିବି—ଢଗ