ଡିମାଇ
ଦେଖଣା
ଡିମାଇ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ଡିମେଇ, ଡେମୀ—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଡିମାଇ; ଡେମୀ=ଅଧେ)
[ସମ୍ପାଦନା]- ୧. ଡେମୀ; କାଗଜଫର୍ଦର ଆକାରବିଶେଷ; ୧ଫର୍ଦ୍ଦର ଅଧେ —୧. A certain size of half a sheet of paper, measuring ୨୦ inches by ୧୫ ୧/୨ inches; demy paper.
[ ଦ୍ର—ଯେଉଁ କାଗଜର ଫର୍ଦ୍ଦ ଲମ୍ୱରେ ୨ ଇଞ୍ଚ ଓ ଚଉଡ଼ା ୧୫: ଇଞ୍ଚ ଏପରି କାଗଜର ଫର୍ଦ୍ଦକ ୪ଭାଙ୍ଗ ହେଲେ ଡିମାଇ ୪ ପେଜୀ; ଆଠ ଭାଙ୍ଗ ହେଲେ ଡିମାଇ ୮ ପେଜୀ, ୧୬: ଭାଙ୍ଗ ହେଲେ ଡିମାଇ ୧୬: ପେଜୀ ବୋଲଯାଏ ଛାପା ହେବା ପାଇଁ ଉଦ୍ଦିଷ୍ଟ ୨୨: /?/ ଇଞ୍ଚx୧୭: /?/ ଇଞ୍ଚ ଓ ହାତ ଲେଖାପାଇଁ ଉଦ୍ଦିଷ୍ଟ ୨ ଇଞ୍ଚx୧୫: /?/ ଇଞ୍ଚ (ମତାନ୍ତରରେ ୨୧: ଇଞ୍ଚ x ୧୬: ଇଞ୍ଚ) ଆକାରର କାଗଜକୁ ଡିମାଇ ବୋଲାଯାଏ (ଚେମ୍ୱର୍ସ ଇଂରାଜି ଡିକ୍ସିନାରୀ) ୧୮: ଇଞ୍ଚx୧୨: ଇଞ୍ଚ ଆକାରର କାଗଜକୁ ଡିମାଇ ବୋଲାଯାଏ ହିନ୍ଦୀ - ଶବ୍ଦସାଗର ]