Jump to content

ଡିମାରେଜ୍

ଉଇକିଅଭିଧାନ‌ରୁ

ଡିମାରେଜ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବି—(ଇଂ ଡିମର୍ରେଜ୍)

[ସମ୍ପାଦନା]
୧. ବନ୍ଦରରେ ଜାହାଜ ନିର୍ଦ୍ଦିଷ୍ଟ ଦିନ ଅପେକ୍ଷା ବେଶି ଦିନ ରହିଲେ ତହିଁ ପାଇଁ ଜାହାଜବାଲା ବନ୍ଦରସ୍ୱାମୀକୁ ଦେବା ଅର୍ଥ— ଦଣ୍ଡ —୨. Demmurrage for a ship.
୨. ଗଇର୍ ଖରଚା (ଦେଖ) - ୨. Gair kharachā (See)