Jump to content

ଡିମ୍ୱଜ

ଉଇକିଅଭିଧାନ‌ରୁ

ଡିମ୍ୱଜ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଡିମ୍ୱ+ଜନ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ଡିମ୍ୱରୁ ଜାତ; ଅଣ୍ଡଜ; ଯେଉଁ ଜୀବମାନ ଡିମ୍ୱରୁ ଜନ୍ମନ୍ତି — Oviparous (animals).

[ ଦ୍ର—ପକ୍ଷୀ, ସରୀସୃପ, ମତ୍ସ୍ୟ ଓ କୀଟାଦିଙ୍କୁ ଡିମ୍ୱଜ ବୋଲାଯାଏ]