ଡିମ୍ୱ ଉଷୁମା ଇବା
ଦେଖଣା
ଡିମ୍ୱ ଉଷୁମା ଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଡିମ୍ୱ ଉଷୁମା ଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ପକ୍ଷିମାତା) ଡିମ୍ୱପ୍ରସବ କଲା ପରେ ନିର୍ଦ୍ଦିଷ୍ଟ କାଳ ଉକ୍ତ ଡିମ୍ୱ ଉପରେ ଅନବରତ ବସି ତାହାକୁ ଉଷ୍ଣତାଯୁକ୍ତ କରିବା —୧. (a bird) To sit on the eggs for hatching; to incubate; to brood.
[ ଦ୍ର—ଡିମ୍ୱକୁ ନ ଉଷୁମାଇଲେ ଡିମ୍ୱ କାଞ୍ଜିଆ ହୋଇଯାଏ ଓ ଡିମ୍ୱରୁ ଛୁଆ ବାହାରେ ନାହିଁ ଅନେକ ସ୍ଥଳରେ ପକ୍ଷିଦମ୍ପତି ଦୁଁହେଁ ପାଳି କରି ଡିମ୍ୱ ଉଷୁମାଇବାର ଦେଖାଯାଏ]
- ୨. (ଲକ୍ଷଣାର୍ଥ) କୌଣସି କାର୍ଯ୍ୟରେ ଅନବରତ ନିଯୁକ୍ତ ରହିବା —୨. (figurative) To be constantly kept engaged in some work.
- ୩. (ଲକ୍ଷଣାର୍ଥ) ଘରୁ ବାହାରି କିଛିକାଳ ପାଇଁ କେଉଁ ଆଡ଼େ ନ ଯିବା —୩. (figurative) To always stay at home; not to stir out of one's residence.