ଡିମ୍ୱ ତିଅଣ
ଦେଖଣା
ଡିମ୍ୱ ତିଅଣ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଡିମ୍ୱ ତିଅଣ
|
(ଡିମ୍ୱିତିଅଣ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଡିମ୍ୱ+ତେମନ)
[ସମ୍ପାଦନା]ଡିମ୍ୱ ରନ୍ଧା ହୋଇ ଥିବା ବ୍ୟଞ୍ଜନ — Curry made with eggs.
[ ଡିମ୍ୱ ତିଅଣ କି ଆଇଁଷରେ ଲେଖା ?— ପ୍ରବଚନ ଡିମ୍ୱରେ ତରକାରୀ କରି ଖାଇଲେ ଆମିଷ ଖାଇବା ଲାଳସ ପରିତୃପ୍ତ ହୁଏ ନାହିଁ, ଅଥଚ ଜୀବହତ୍ୟା ପାପ ଅର୍ଜିତ ହୁଏ ଏହିପରି ସ୍ଥଳରେ ଏ ଉଲାଖ ଦିଆଯାଏ]