Jump to content

ଡିମ୍ୱ ଫୁଟେ ଇବା

ଉଇକିଅଭିଧାନ‌ରୁ

ଡିମ୍ୱ ଫୁଟେ ଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଡିମ୍ୱ+ସ୍ଫୋଟନ)

[ସମ୍ପାଦନା]

ଡିମ୍ୱକୁ ନିର୍ଦ୍ଦିଷ୍ଟକାଳ ଉଷୁମାଇବା ପରେ ତାହାର ବହିରାବରଣ ଫଟାଇବା — To hatch eggs.

[ ଦ୍ର—ଡିମ୍ୱ କେବେକେବେ ମନକୁ ଓ କେବେ— କେବେ ମାତାର ଚଞ୍ଚ ଆଦିର ଆଘାତଦ୍ୱାରା ଫାଟି ଯାଏ ଡିମ୍ୱ ମନକୁ ଫାଟି ଛୁଆ ବାହାରିଲେ ତାକୁ ଡିମ୍ୱ ଫୁଟିବା ଓ ମାଆ ଡିମ୍ୱକୁ ଆଘାତ କରି ଫୁଟାଇଲେ ତାକୁ ଡିମ୍ୱ ଫୁଟାଇବା କହନ୍ତି]