ଡିଲ୍ ଡଉଲ୍
ଦେଖଣା
ଡିଲ୍ ଡଉଲ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଡିଲ୍ ଡଉଲ୍
|
ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]- ୧. ମନ ଓ ରୂପ — ୧. Mind and shape.
- ୨. ମାନସିକ ଶାନ୍ତି ଓ ଶାରୀରିକ ସ୍ୱାଚ୍ଛନ୍ଦ୍ୟ — ୨. Mental peace and bodily comforts.
ଆମ୍ଭେମାନେ ଏ ଗ୍ରୀଷ୍ମଦିନରେ ଡିଲଡଉଲ ହୀନ ହୋଇ ତାତି ଭୋଗ କରି ଆସୁଅଛୁଁ ଗଡ଼ଜାତ ବାସିନୀ. ୨୫୫୨୯:
- ୩. ଶରୀରର ଆକୃତି —୩. The shape of the body.