ଡିଶ୍କାଉଣ୍ଟ୍
ଦେଖଣା
ଡିଶ୍କାଉଣ୍ଟ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଡିସକାଉଣ୍ଟ୍)
[ସମ୍ପାଦନା]- ୧. ଟଙ୍କା କରଜ ଦେଲା ବେଳେ ତହିଁରୁ ମହାଜନ କାଢ଼ି ରଖିବା ଆଗତୁରା ସୁଧ — ୧. Discount.
- ୨. ପଣ୍ୟଦ୍ରବ୍ୟ ନଗଦ ଧନ ନେଇ ଖରିଦ କରିବା ଲୋକକୁ ବେପାରି ଛାଡ଼ି ଦେବା ମୂଲ୍ୟର ଅଂଶ —୨. Discount allowed to a purchaser for cash.