Jump to content

ଡିଶ୍ଚାର୍ଜ

ଉଇକିଅଭିଧାନ‌ରୁ

ଡିଶ୍ଚାର୍ଜ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଡିସ୍ଚାର୍ଜ)

[ସମ୍ପାଦନା]
୧. ଚାକିରିରୁ ସ୍ଥଗିତ ବା ରହିତ କରାଯିବା; ବରଖାସ୍ତି — ୧. Discharge from service.
୨. ରେତଃସ୍ଖଳନ — ୨. Discharge of semen.
୩. ରୋଗୀ ସମ୍ପୂର୍ଣ୍ଣ ଆରୋଗ୍ୟ ହେଲା ପରେ ଡାକ୍ତରଖାନାରୁ ଖଲାସ ହେବା — ୩. Discharge of a patient from the hospital after cure.
୪. ମୁକ୍ତି ପ୍ରଦାନ; ଖଲସୀ — ୪. Release; discharge.