Jump to content

ଡିଷ୍ଟ୍ରିକ୍ଟ୍

ଉଇକିଅଭିଧାନ‌ରୁ

ଡିଷ୍ଟ୍ରିକ୍ଟ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]

ଜିଲ୍ଲା; ଶାସନବିଭାରର ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳ —District; an administrative unit of a Division.

[ଦ୍ରଷ୍ଟବ୍ୟ —ଜିଲ୍ଲା ଅର୍ଥବାଚକ ଇଂରାଜୀ - ଡିଷ୍ଟ୍ରିକ୍ଟ ଶବ୍ଦ ସଙ୍ଗେ ବ୍ୟବହୃତ ଅନେକଗୁଡ଼ିଏ ଇଂରାଜି ଶବ୍ଦ ଓଡ଼ିଆରେ ଚଳିଲାଣି ତହିଁ ମଧ୍ୟରୁ କେତେ ଗୁଡ଼ିଏ ଶବ୍ଦ ଏଠାରେ ଦିଆଯାଇ ଅଛି ଓଡ଼ିଆରେ ଚଳୁଥିବା ଅନ୍ୟ ଶବ୍ଦମାନଙ୍କ ପାଇ ଡିଷ୍ଟ୍ରିକ୍ଟ ଶବ୍ଦ ବାଦ ଦେଇ ପରବର୍ତ୍ତୀ ଶବ୍ଦ ଏ ଭାଷାକୋଷରେ ଖୋଜି, ଉକ୍ତ ଅର୍ଥ ପୂର୍ବେ ଡିଷ୍ଟ୍ରିକ୍ଟର ଅର୍ଥଯୋଗ କଲେ ଉକ୍ତ ଶବ୍ଦର ମର୍ମ ବୁଝାଯିବ, ଯଥା— ଡିଷ୍ଟ୍ରିକ୍ଟ ଗେଜେଟ୍, ଡିଷ୍ଟ୍ରିକ୍ଟ ଗେଜେଟିଅର୍, ଡିଷ୍ଟ୍ରିକ୍ଟ ଟ୍ରାଫିକ୍ ସୁପରିଣ୍ଟେଣ୍ଡେଣ୍ଟ୍, ଡିଷ୍ଟ୍ରିକ୍ଟ କନ୍ଫରେନ୍ସ ]