ଡିଷ୍ଟ୍ରିକ୍ଟ୍ କମେଟି
ଦେଖଣା
ଡିଷ୍ଟ୍ରିକ୍ଟ୍ କମେଟି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଡିଷ୍ଟ୍ରିକ୍ଟ୍ କମେଟି
|
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଡିଷ୍ଟ୍ରିକ୍ଟ+କମ୍ମିଟ୍ଟୀ)
[ସମ୍ପାଦନା]ଜିଲ୍ଲାର ପ୍ରଧାନ ସଭା; ଯେଉଁ ସଭାରେ ଜିଲ୍ଲାର ବିଷୟମାନ ବିବେଚିତ ହୁଏ — District-committee.