Jump to content

ଡିହରେ ପୋଖରୀ ଖୋଳିବା

ଉଇକିଅଭିଧାନ‌ରୁ

ଡିହରେ ପୋଖରୀ ଖୋଳିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ଧମକାଣ ବାକ୍ୟ)

[ସମ୍ପାଦନା]

(ଲକ୍ଷଣାର୍ଥ) କାହାରିକୁ ସର୍ବସ୍ୱାନ୍ତ କରିବା —(figurative) (a threat) To utterly ruin a person and deprive him of his homestead.

[ଦ୍ରଷ୍ଟବ୍ୟ —ଜଣେ ଲୋକକୁ ମାମଲା ମୋକଦ୍ଦମା ଆଦିରେ ପକାଇ ସର୍ବସ୍ୱାନ୍ତ କରି ତାହାର ଘର ଡିହକୁ ଦଖଲ ନେଇ ଡିହର ଚିହ୍ନ ମାତ୍ର ନ ରଖିବାର ଧମକାଣ ଦେବାବେଳେ କଳି କଜିଆରେ ଏହା ବ୍ୟବହାର କରାଯାଏ]