Jump to content

ଡିହରେ ବିଲୁଆ ଡେଇଁବା

ଉଇକିଅଭିଧାନ‌ରୁ

ଡିହରେ ବିଲୁଆ ଡେଇଁବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଏକପ୍ରକାର ଅଭିଶାପ)

[ସମ୍ପାଦନା]

(ଲକ୍ଷଣାର୍ଥ) ବଂଶ ସମୂଳରେ ଲୋପ ହେବା; ବଂଶର ସମସ୍ତେ ମରି ଯାଇ ବାସଗୃହ ଶଶାନରେ ପରିଣତ ହେବା —(figurative) (a form of curse) The turning of one's

homestead into a cremation ground by the death of all the members of the family.

[ଦ୍ରଷ୍ଟବ୍ୟ —ଅଭିଶପ୍ତ ମନୁଷ୍ୟର ବଂଶ ଲୋପ ହେଲେ ତାହାର ବାସଗୃହର ଡ଼ିହ ଫଳତଃ ପଡ଼ିଆ ଶ୍ମଶାନରେ ପରିଣତ ହେବ ଏହି ଅଭିଶାପକୁ ନାନା ପ୍ରକାରେ ବୋଲାଯାଏ ଯଥା—ତୋ ଡିହରେ ବିଲୁଆ ଡେଉଁ ତୋ ଡିହରେ କଣ୍ଟା ଛଟା ହେଉ ତୋ ଡିହରେ ଦୁଦୁରା ଗଛ ଉଠୁ ଇତ୍ୟାଦି]