ଡିହା କପା
(ବିଲ କପା—ବିପରୀତ)
ଡିହ ବା ଢପ ଜମିରେ କରାଯିବା କପା — Cotton plant grown on high land.
[ଦ୍ରଷ୍ଟବ୍ୟ —ଡିହ ଜମିରେ କପା ଫସଲ ଭଲ ହୁଏ]