Jump to content

ଡିହ କୁତା

ଉଇକିଅଭିଧାନ‌ରୁ

ଡିହ କୁତା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଡିହ ବିଲୁଆ—ଅନ୍ୟରୂପ)

ଦେଶଜ - ବିଶେଷଣ - (ବ୍ୟଙ୍ଗାର୍ଥେ)

[ସମ୍ପାଦନା]

କୁକୁର ଯେପରି ନିଜର ବାସ ସ୍ଥାନନିକଟରେ ପ୍ରଭୁତ୍ୱ ଦେଖାଏ, ଯେଉଁ ବ୍ୟକ୍ତି ସେହିପରି ଆପଣାର ବାସସ୍ଥାନର ସାମନାରେ ଠିଆ ହୋଇ ପ୍ରୌଢ଼ି ଦେଖାଇ ହୁଏ; ଗେହେଶୂର — A person who brags of his bravery at his own house; a swaggerer.