Jump to content

ଡୀନ

ଉଇକିଅଭିଧାନ‌ରୁ

ଡୀନ

ଉଚ୍ଚାରଣ

[ସମ୍ପାଦନା]
(ଡୀନା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (ଡୀ ଧାତୁ=ଉଡ଼ିବା+ଭାବ. ତ)

[ସମ୍ପାଦନା]
୧. ପକ୍ଷୀଙ୍କର ଶୂନ୍ୟ ମାର୍ଗରେ ଗତି; ଉଡ଼ା — ୧. Flying in the air.
୨. ଆଗମ ଶାସ୍ତ୍ରବିଶେଷ; ହିନ୍ଦୁ ଧର୍ମର କ୍ରିୟାକାଣ୍ଡ ବର୍ଣ୍ଣନା କରା ଯାଇଥିବା ଶାସ୍ତ୍ର — ୨. A class of religious books dealing with ceremonials and rituals of the Hindu religion.

(+କର୍ତ୍ତୃ. ତ) ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଉଡ୍ଡୀୟମାନ —Flying.