Jump to content

ଡୁଆ

ଉଇକିଅଭିଧାନ‌ରୁ

ଡୁଆ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଡୁହା (ଦେଖ) - Ḍuhā (See)

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ତୁଳ. ହିନ୍ଦୀ - ଏହି ଅର୍ଥରେ ଡୋଇ ସଂସ୍କୃତ - ଦ୍ରୋଣକ)

[ସମ୍ପାଦନା]
୧. ଅଣକ; ଡଙ୍କା; କରଚୁଲି — ୧. Wooden spoon for stirring boiling rice etc or for serving food from the cooking pot.
୨. ଚଟୁ —୨. A broad-bladed ladle.

ପ୍ରାଦେଶିକ - (ଆଠମଲିକ) ବିଶେଷ୍ୟ -

[ସମ୍ପାଦନା]
୧. (ତୁଳ. ହିନ୍ଦୀ - ଡୋର୍) ତେଲ ଆଦିର ପଳା —୧. An erect spoon.
୨. ପିଲାଙ୍କୁ ଦୁଧ ଖୁଆଇବାର ଚାମଚ; ଦୁଧପିଆ ଶାମୁକା — ୨. A spoon feeding infants with milk.