Jump to content

ଡୁଇଁଡାଇଁ

ଉଇକିଅଭିଧାନ‌ରୁ

ଡୁଇଁଡାଇଁ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଆନ୍ଦୋଳିତ; ଦୁଃଖିତ)

[ସମ୍ପାଦନା]
୧. ବ୍ୟାକୁଳ —୧. Perturbed; perplexed; agitated; distracted.
୨. କାତର —୨. Troubled; overwhelmed.
୩. ଚିନ୍ତିତ —୩. Anxious.
୪. ଦୁଃଖିତ —୪. Grieved.