Jump to content

ଡୁଗି

ଉଇକିଅଭିଧାନ‌ରୁ

ଡୁଗି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଡୁଗ୍ଗି—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ଡୁଗ୍ଡୁଗ୍ ଧ୍ୱନ୍ୟନୁକରଣ)

[ସମ୍ପାଦନା]

ତବଲାର ସହଚର ବାଦ୍ୟ; ବାୟାଁ — A tabour struck by the left hand while the right hand strikes on another and longer drum called 'Tabalā'.

[ଦ୍ରଷ୍ଟବ୍ୟ —ଏହା ତବଲା ଅପେକ୍ଷା ଛୋଟ ଏବଂ ବାଁଆଁ ହାତରେ ବଜା— ଯାଏ ଏହା ଗୋଟିଏ ଆଟିକା ବା ଛୋଟ ନାଗର ପରି ଏହା ମାଟି, ପିତ୍ତଳ ବା ତମ୍ୱାରେ ତିଆରି ହୋଇ ଥାଏ ଏବଂ ଏହାର ମୁହଁ ଚମଡ଼ାରେ ଛୁଆଣି ହୋଇ ଥାଏ ତବଲା ଡୁଗି ଅପେକ୍ଷା ଲମ୍ୱ ଓ କାଠରେ ତିଆରି ତବଲାଟି ପଖୋଉଜର ଫାଳେ ଆକାର ଏବଂ ଏକମୁହାଁ ଡୁଗି ଛୋଟ ନାଗରା ପରି]

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -

[ସମ୍ପାଦନା]

ଏକ ପ୍ରକାର ଗଞ୍ଜପା ଖେଳ — A kind of indoor game at cards (played with ୯୬ cards).

[ଦ୍ରଷ୍ଟବ୍ୟ —ଏଥିରେ ୯୬: ପଟ ସାର ବା ତାସ୍ ଥାଏ ଓ ଏ ଖେଳ ୪ ଜଣ ଖେଳାଳି ଖେଳନ୍ତି ଓ ଦୁଇ ଜଣ ଲେଖାଏଁ ଏକପକ୍ଷ ହୋଇ ଖେଳନ୍ତି ଯେଉଁ ଖେଳାଳି କଟା ହୋଇଥିବା ରଙ୍ଗର ସର୍ବୋତ୍କୃଷ୍ଟ ସାର ପାଇଥାଏ ଖେଳ ଆରାମ୍ଭ ହେବାବେଳେ ସେହି ଲୋକ ପ୍ରଥମେ ସାର ପକାଏ]