ଡୁଗି ତବଲା
ଦେଖଣା
ଡୁଗି ତବଲା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଡୁଗି ତବଲା
|
ଡୁଗି ତବଲ୍, ଡୁଗି ତାବଲା, ଡୁଗି ତବାଅନ୍ୟରୂପ
ଦେଶଜ - (ସହଚର ଶବ୍ଦ; ଧ୍ୱନ୍ୟନୁକରଣ ଡୁଗି+ଆରବୀ - ତବଲହ୍)
[ସମ୍ପାଦନା]ବାଁଆଁ ହାତରେ ଟିପିବା ପାଇଁ ବାୟାଁ ଓ ଡାହାଣ ହାତରେ ଟିପିବା ପାଇଁ ତବଲା, ଏହପରି ଦୁଇଟି ଏକ ସଙ୍ଗେ ବଜାଯିବା ଆନଦ୍ଧ ବାଦ୍ୟ ଯନ୍ତ୍ର — A pair of kettle-drums sounded by striking them with the left and right hands respectively.