ଡୁଙ୍ଗୀ
ଦେଖଣା
ଡୁଙ୍ଗୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ରୋଣୀ; ତୁଳ. ଇଂରାଜୀ - ଡଚ୍ଆଉଟ୍)
[ସମ୍ପାଦନା]- ୧. ଛୋଟ ଡଙ୍ଗା; ହୁଲି ଡଙ୍ଗା —୧. Canoe; dug-out.
- ୨. ତନ୍ତିଙ୍କର ଭରଣୀ ସୂତା ଗୁଡ଼ା ହୋଇଥିବା ନଳୀ; କଣ୍ଡା, (ଦେଖ) - —Fly shuttle.
[ଦ୍ରଷ୍ଟବ୍ୟ —ଏ ନଳୀରେ ଭରଣୀ ସୂତା ଗୁଡ଼ିଆ ହୋଇଥାଏ ତନ୍ତରେ ଲୁଗା ବୁଣା ହେଲାବେଳେ ଏହି ନଳୀକୁ ଟାଣୀ ସତା ଭିତରେ ଆଡ଼— ବାଗରେ ଚଳାଇବାକୁ ଏ ପାଖରୁ ସେ ପାଖକୁ ଫିଙ୍ଗାଯାଏ ଏହା ଡଙ୍ଗା ପରି ଦୁଇମୁଣ୍ଡ ଗୋଜିଆ ଥିବାରୁ ଏହାର ଏହି ନାମ]