ଡୁପ୍ଲିକେଟ୍
ଡ଼୍ୟୁପ୍ଲିକେଟ, ଡିଉପ୍ଲିକେଟଅନ୍ୟରୂପ
ଦୋହରା; ଜୋଡ଼ାରୁ ଏକ; ମୂଳବସ୍ତୁର ଅବିକଳ ନକଲ ବା ସମାନ (ବସ୍ତୁ) — Duplicate.
ମୂଳ ଲେଖାରେ ଅବିକଳ ଦ୍ୱିତୀୟ ନକଲ — Duplicate copy.