Jump to content

ଡୁବକ

ଉଇକିଅଭିଧାନ‌ରୁ

ଡୁବକ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ବାଇବ୍ଲର ପ୍ରାଚୀନ ଓଡ଼ିଆ ଅନୁବାଦରେ ବ୍ୟବହୃତ; ଓଡ଼ିଆ ଡୁବ୍ ଧାତୁ ସଙ୍ଗେ ସଂସ୍କୃତ କର୍ତ୍ତୃ ଅକ ପ୍ରତ୍ୟୟ)

[ସମ୍ପାଦନା]
୧. ପାଦ୍ରୀ; ଖ୍ରୀଷ୍ଟାନ୍ମାନଙ୍କୁ ଜଳଦୀକ୍ଷା ଦେବା ସମୟରେ ଯେଉଁ ପୁରୋହିତ ବା ପାଦ୍ରୀ ଦୀକ୍ଷା— ପ୍ରାର୍ଥୀ ବ୍ୟକ୍ତିକୁ ପବିତ୍ର କୁଣ୍ଡର ପାଣିରେ ବୁଡ଼ାନ୍ତି — ୧. A baptist; a baptiser.

[ଦ୍ରଷ୍ଟବ୍ୟ —ଡୁବିତ ଶବ୍ଦ ତଳେ ନୋଟ୍ ଦ୍ରଷ୍ଟବ୍ୟ]

ଅନୁବାଦ

[ସମ୍ପାଦନା]
୨. ଯେଉଁ ବ୍ୟକ୍ତି ଗଭୀର ଜଳରେ ବୁଡ଼ି ବହୁକ୍ଷଣ ରହି ଅଭୀପ୍ସିତ କାର୍ଯ୍ୟ (ପାଣି ଭିତରେ କୌଣସି ପଦାର୍ଥ ଖୋଜିବା; ମୁକ୍ତା, ଶାମୁକା ଆଦି ସଂଗ୍ରହ କରିବା) ସମ୍ପନ୍ନ କରି ଉପରକୁ ଉଠି ଆସିବାରେ କିମ୍ୱା ପାଣି— ଭିତରେ ବୁଡ଼ି ବହୁଦୂର ଗତିକରିବାରେ ଅଭ୍ୟସ୍ତ;
ବୁଡ଼ାଳୀ (କୂଅରେ କୌଣସି ଜିନିସ ପଡ଼ିଗଲେ ଡୁବକ ମାନେ ପାଣିରେ ବୁଡ଼ି ତାହା ବାହାର କରନ୍ତି) — An expert diver.