Jump to content

ଡୁବନ

ଉଇକିଅଭିଧାନ‌ରୁ

ଡୁବନ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ନିମଜ୍ଜନ; ପାଣିରେ ଡୁବାଇବା — ୧. Immersion.
୨. (ବାଇବ୍ଲ ଅନୁବାଦକଙ୍କ ଭାଷା) ଖ୍ରୀଷ୍ଟଧର୍ମରେ ଦୀକ୍ଷିତ ହେବା ପୂର୍ବରୁ ପବିତ୍ର କୁଣ୍ଡରେ ସ୍ନାନ; ଜଳଦୀକ୍ଷା — ୨. Baptism.

[ଦ୍ରଷ୍ଟବ୍ୟ —ବାଇବ୍ଲର ପୁରାତନ ଅନୁବାଦରେ ଏହି ଶବ୍ଦ ଥିଲା, ମାତ୍ର ୧୯୨୭: ସାଲରେ ରେଭେରେଣ୍ଡ୍ ପାଇକ୍ସାହେବଙ୍କ ଅନୁବାଦରେ ଏହା 'ଜଳଦୀକ୍ଷୀ' ହୋଇଅଛି ଡୁବିତ ଶବ୍ଦ ତଳେ ନୋଟ୍ ଦ୍ରଷ୍ଟବ୍ୟ]