ଡୁବା
ଦେଖଣା
ଡୁବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଡୁବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଡୁବିବା; ବୁଡ଼; ଟୁବା — ୧. Diving in water; a dip in the water.
- ୨. ଡୋବା; କ୍ଷୁଦ୍ର ଜଳାଶୟ; ଗଡ଼ିଆ — ୨. A small tank or pit for water.
- ୩. ପାଣିକୁ ହାତ ପାପୁଲିଦ୍ୱାରା ଆଘାତ କରି 'ଡୁବ ଡୁବ' ପରି ଶବ୍ଦ କରିବା — ୩. A low report caused by slapping over the surface of water in which with concaved pamls.
ଅନୁବାଦ
[ସମ୍ପାଦନା]- ୪. ଜଣେ ମନୁଷ୍ୟ ବୁଡ଼ିଯିବା ଭଳି ଜଳର ଗଭୀରତା; ପୁରୁଷ — ୪. A depth of water in which a man can sink.