ଡୁବାଇ
ଦେଖଣା
ଡୁବାଇ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପାଣି କୁଆ ପକ୍ଷୀ —୧. The Diver bird; the Grebe; the Dabchick; Colimbus Holboellii; Podilymbus Podicepes.
[ଦ୍ରଷ୍ଟବ୍ୟ —ଏମାନେ ଲମ୍ୱରେ ୧୨: ଆଙ୍ଗୁଳ ପର୍ଯ୍ୟନ୍ତ ହୁଅନ୍ତି; ମୁଣ୍ଡ କଳା, ପେଟ ଧଳା, ପକ୍ଷ କଳା ଓ ଛାତି ଖଇରା, ଥଣ୍ଟ ସିଧା ଓ ଥଣ୍ଟର ଅଗ ଦାଢୁଆ; ପକ୍ଷ ଛୋଟ, ଲାଞ୍ଜ ଅତି କ୍ଷୁଦ୍ର, ପାଦ ହଂସପାଦ ପରି ଏମୀନେ ପାଣିରେ ବହୁକ୍ଷଣ ବୁଡ଼ି ରହି ଗୋଡ଼ ଓ ପକ୍ଷଦ୍ୱାରା ପହଁରି ମାଛ ଧରି ଖାଆନ୍ତି ଓ ଶୁଖିଲାରେ ବସି ପକ୍ଷକୁ ଶୁଖନ୍ତି ଏମାନେ ଜାଲପାଦ]
[[]] ୨ ଡୁବେଇ ]] ୨ (ଦେଖ) - —୨. Ḍubei ୨ (See)
- ୩. ଦୁବେ (ଦେଖ) - —୩. Dube (See)