ଡୁବାଇ ମାରିବା
ଦେଖଣା
ଡୁବାଇ ମାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଡୁବାଇ ମାରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ବ୍ୟକ୍ତିକୁ ଜଳରେ ବୁଡ଼ାଇ ବଧ କରିବା — ୧. To drown a person; to kill a person by causing him to sink in water or by immersing him in water.
- ୨. (ଲକ୍ଷଣାର୍ଥ) ଅନ୍ୟ ବ୍ୟକ୍ତିର ସର୍ବନାଶ କରିବା — ୨. (figurative) To cause another's ruin.