Jump to content

ଡୁବି ମରିବା

ଉଇକିଅଭିଧାନ‌ରୁ

ଡୁବି ମରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ ଡୁବା(ବେ)ଇ ମାରିବା—ଣିଜନ୍ତି]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ବୁଡ଼ି ମରିବା; ପାଣିରେ ବୁଡ଼ି ଆତ୍ମହତ୍ୟା କରିବା —୧. To commit suicide by throwing one's self into water; to drown oneself.
୨. ଗଭୀର ଜଳରେ ସନ୍ତରଣ କରିବାକୁ ଅସମର୍ଥ ହୋଇ ପାଣିରେ ବୁଡ଼ିଯାଇ ପ୍ରାଣ— ତ୍ୟାଗ କରିବା —୨. To meet a watery death by being unable to swim; to be drowned.
୩. (ଲକ୍ଷଣାର୍ଥ) ଅତ୍ୟନ୍ତ କ୍ଷତିଗ୍ରସ୍ତ ହେବା — ୩. (figurative) To suffer irrepable loss.
୪. ସର୍ବସ୍ୱାନ୍ତ ହେବା — ୪. To be reduced to utter poverty.
୫. ପରିଶୋଧର ଆଶାହୀନ ହୋଇ ଋଣଗ୍ରସ୍ତ ହେବା — ୫. To become insolvent; to be heavily involved in debt