Jump to content

ଡୁମା

ଉଇକିଅଭିଧାନ‌ରୁ

ଡୁମା

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ବଡ଼ଜାତିଆ ଅଣ୍ଡିରା ଗୋବରା ଚଢ଼େଇ —A male of a large species of Gobarā bird.

ପ୍ରାଦେଶିକ - (ବସ୍ତର) ବିଶେଷ୍ୟ - (ତୁଳ. ଇଂରାଜୀ - ଡିମନ୍)

[ସମ୍ପାଦନା]

ଅସୁର —Devil.

ପ୍ରାଦେଶିକ - (କଳାହାଣ୍ଡି) ବିଶେଷଣ - ସ୍ତ୍ରୀ.

[ସମ୍ପାଦନା]

ଡାହାଣୀ —Witch.

ଦେଶଜ - ବିଶେଷଣ -

[ସମ୍ପାଦନା]

ଡିମ୍ୱା ଡିମ୍ୱା (ଦେଖ) - — Ḍimbā ḍimbā (See)