ଡୁମ୍ ଡୁମ୍
ଢୋଲ ବାଜିବାର ଅନୁଚ୍ଚ ଶବ୍ଦ ଡୁଙ୍ଗୁର୍ ଡୁଙ୍ଗର୍ ଶବ୍ଦ — Low sound of drum; beating.
[ ଦ୍ର—ଡୁମ୍ ଡୁମ୍ ଶବ୍ଦ ଡମ୍ ଡମ୍ ଅପେକ୍ଷା ଅନୁଚ୍ଚ; ଡମ୍ ଡମ୍ ଅପେକ୍ଷା ଢାଉଁ ଢାଉଁ ଉଚ୍ଚତର]