Jump to content

ଡୁଲି

ଉଇକିଅଭିଧାନ‌ରୁ

ଡୁଲି

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - (ସଂସ୍କୃତ - ଦୋଳକ; ଦୋଳା; ତୁଳ. ବଙ୍ଗାଳୀ - ଡୁଲୀ)

[ସମ୍ପାଦନା]
୧. ଡୋଲି; ଦୋଳା; ଛୋଟସବାରୀ; ମନୁଷ୍ୟଙ୍କ କାନ୍ଧରେ ବୁହା ହେବା ଯାନବିଶେଷ — ୧. A small closed sedan chair for carrying a person; dooly; a litter.
୨. ଶସ୍ୟ ରଖିବା ନିମନ୍ତେ ବାଉଁଶ ପାତିଆରେ ବୁଣା ବଡ଼ ପାତ୍ର; କୋଡ଼ମେଇଁ —୨. A big basket for storing grains.

ପ୍ରାଦେଶିକ - (ସିଂହଭୁମ) ବିଶେଷ୍ୟ -

[ସମ୍ପାଦନା]

ବଡ଼ ବେତା —A big basket.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

କିଆରି —Cornfield.