ଡୁଶ୍
କୋଷ୍ଠବଦ୍ଧ ହେଲେ ସାବୁନ ପାଣି ବା ଲୁଣ ପାଣିପୃର୍ଣ୍ଣ ଗୋଟିଏ ପାତ୍ରରେ ରବର୍ନଳ ଲଗାଇ ନଳଦ୍ୱାରା ପେଟଭିତରକୁ ପାଣି ତେଣ୍ଡି ଝାଡ଼ା କରାଇବା ଯନ୍ତ୍ର — Douche.