ଡୁହା ଧରିବା
ଦେଖଣା
ଡୁହା ଧରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଡୁହା ଧରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଗାୟକ ବ୍ୟକ୍ତି ସଙ୍ଗୀତର ପଦମାନ ବୋଲିବା ପରେ (ତାଙ୍କର ସହଚର ମାନେ) ସଙ୍ଗୀତର ଘୋଷା ପଦକୁ ବାରମ୍ୱାର ଗାଇବା; ଦୁଆ ଧରିବା —୧. To catch or repeat the refrain of a song after it is sung by a singer.
- ୨. (ଲକ୍ଷଣାର୍ଥ) କୀର୍ତ୍ତି ଘୋଷଣା କରିବା; ପ୍ରଶଂସା କରିବା; ଜେଜେକାର କରିବା —୨. (figurative) To repeat the praise of a person; to acclaim a person to the skies.