Jump to content

ଡେଇଁ ଡେଁଇ

ଉଇକିଅଭିଧାନ‌ରୁ

ଡେଇଁ ଡେଁଇ

ଉଚ୍ଚାରଣ

[ସମ୍ପାଦନା]

ଡେଇଁ ଡାଇଁ, ଡେଇଁ ଡେଇଁକାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

କ୍ରି. ବିଶେଷଣ - (ଅସମାପିକା କ୍ରିୟା)

[ସମ୍ପାଦନା]
୧. ପୁସ୍ତକାଦିର କେତେକ ଅଂଶ ଛାଡ଼ିଦେଇ (ପଢ଼ିଯିବା) — ୧. (To read) by omitting some portion of a book or writing.
୨. ବହୁବାର ଉଲ୍ଲଙ୍ଘନ କରି (ଯିବା) — ୨. (To go) Leaping many times; by successive leaps and bounds.

(ଯଥା—ଘୋଡ଼ାଟି ପାଞ୍ଚଟା ବାଡ଼ ଡେଇଁ ଡେଇଁ ବାଜୀ ଜିତିଲା)

୩. ପାଦକୁ ଉଚ୍ଚକୁ ଉଠାଇ (ଚାଲିବା) — ୩. (To walk) With high steps.