Jump to content

ଡେକ୍ସ

ଉଇକିଅଭିଧାନ‌ରୁ

ଡେକ୍ସ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଡେକ୍ସ, ଡେକ୍ସଅନ୍ୟରୂପ

ବୈଦେଶିକ - ବିଶେଷ୍ୟ - (ଅଶୁଦ୍ଧ ଉଚ୍ଚାରଣ) (ଇଂ ଡେସ୍କ)

[ସମ୍ପାଦନା]
୧. ମେଳ ଆଦିରେ ଲଗାଯିବା କାଠର ଚାଙ୍ଗୁଡ଼ି ବା ଡାଲା; ଦରାଜ —୧. A drawyer under tables etc.
୨. ଲେଖିବାର ଗଡ଼ାଣିଆଁ ଛୋଟ ମେଜ — ୨. A writing desk.
୩. ଛାତ୍ରମାନଙ୍କ ପଢ଼ିବା ବେଳେ ବେଞ୍ଚ୍ ସମ୍ମୁଖରେ ଯେଉଁ କାଷ୍ଠନିର୍ମିତ ଗଡ଼ାଣିଆଁ ମେଜ ରଖାଯାଇଥାଏ ===