Jump to content

ଡେଗିବା

ଉଇକିଅଭିଧାନ‌ରୁ

ଡେଗିବା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର ଓ ଗଡ଼ଜାତ)କ୍ରିୟାପଦ - (ତୁଳ. ହିନ୍ଦୀ - ଡିଗ୍ନା=ଘୁଞ୍ଚିବା ହଟିବା; ନିଜର ପ୍ରତିଜ୍ଞା ଲଂଘନ କରିବା)

[ସମ୍ପାଦନା]
୧. ଡେଇଁବା —୧. To jump.


୨. ଝାମ୍ପିବା —୨. To swoop.