ଡେଙ୍ଗୁ
ଦେଖଣା
ଡେଙ୍ଗୁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ଡେଙ୍ଗୁତର—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଇଂ ତୁଳ. ସ୍ପେନ ଦେଶରେ ଭାଷା ଡେଙ୍ଗା= ହାଡ଼ଭଙ୍ଗା ଜର)
[ସମ୍ପାଦନା]ଠେଙ୍ଗା ଜର —Dengu fever.
[ଦ୍ରଷ୍ଟବ୍ୟ —ଏହି ପ୍ରଥମେ ସ୍ପେନ୍ ଦେଶରେ ଦେଖାଯାଇ ଥିବାରୁ ଏପରି ନାମ ହୋଇଅଛି ଏ ଜର ୩ ଦିନ ମାତ୍ର ରହେ ରୋଗୀର ଦେହହାତ ଭାରି ଛେଚିକୁଟି ହୁଏ ଓ ଦରଜ ବୋଧ ହୁଏ ଠେଙ୍ଗାରେ ବିଶେଷ ମାଡ଼ ଖାଇଲେ ଶରୀର ଯେପରି ଅବଶ ହୁଏ ଏ ଜରରେ ସେହିପରି ଅନୁଭୂତି ଘଟେ, ଏହା ମାରାତ୍ମକ ନୁହେଁ]