Jump to content

ଡେଙ୍ଗୁରା ପିଟିବା

ଉଇକିଅଭିଧାନ‌ରୁ

ଡେଙ୍ଗୁରା ପିଟିବା

ଉଚ୍ଚାରଣ

[ସମ୍ପାଦନା]

[ଡେଙ୍ଗୁରା ବଜା(ଜେ)ଇବା—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]
୧. ଧେଣ୍ଡୁରା ଦେବା; ଢକ୍କା ବଜାଇବା ୧. To sound a tomtom or drum
୨. କୈଣସି ବିଷୟକୁ ଘୋଷଣା କରିବା ନିମନ୍ତେ ଢକ୍ୱା ବଜାଇବା —୨. To proclaim a matter by beat of drum; to beat a tomtom to announce any matter (e.g. an orrder).
୩. (ଲକ୍ଷଣାର୍ଥ) କୌଣସି (ଗୋପନୀୟ) ବିଷୟ ସାଧାରଣରେ ଘୋଷଣା କରିବା ବା କହି ବୁଲିବା — ୩. (figurative) To publish a secret matter; to publish a scandal.