ଡେଙ୍ଗେଈ
ଦେଖଣା
ଡେଙ୍ଗେଈ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଡେଙ୍ଗାଈ, ଡ଼େଙ୍ଗୀଅନ୍ୟରୂପ
ଡେଙ୍ଗ, ଡେଙ୍ଗାପୁଂଲିଙ୍ଗ
ଦେଶଜ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]- ୧. ଲମ୍ୱଶରୀରଯୁକ୍ତା (ସ୍ତ୍ରୀ) — ୧. Tall (waman).
- ୨. କ୍ଷୀଣ ଅଥଚ ଲମ୍ୱଶରୀରବିଶିଷ୍ଟା — ୨. Thin and tall (waman).
[ଦ୍ରଷ୍ଟବ୍ୟ —ଏହା ମଧ୍ୟ ଗାଳିରୂପେ ବ୍ୟବହୃତ ହୁଏ ଡେଙ୍ଗେଈ ସ୍ତ୍ରୀମାନେ ଅସୁନ୍ଦରୀଙ୍କ ମଧ୍ୟରେ ଗଣତି ହୁଅନ୍ତି]