ଡେଣା ଛିଡ଼ି ପଡ଼ିବା
ଦେଖଣା
ଡେଣା ଛିଡ଼ି ପଡ଼ିବା
ଉଚ୍ଚାରଣ
[ସମ୍ପାଦନା](ଡେଣା ଛିଣ୍ଡିପଡ଼ିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଡେଣା ଛିଡ଼ି ପଡ଼ିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା](ପକ୍ଷୀର ଡେଣା ଛିଡ଼ି ପଡ଼ିଲେ ସେ ଯେପରି ଉଡ଼ିପାରେ ନାହିଁ)— (ଲକ୍ଷଣାର୍ଥ) ପ୍ରଧାନ ସହାୟକ ବ୍ୟକ୍ତି ମୃତ ବା ଅନ୍ତରିତ ହେବା ଯୋଗୁଁ ମନୁଷ୍ୟ ସହାୟହୀନ ହେବା —(figurative) The state of being deprived of one's chief support or source of strength.
(ଯଥା—ବଡ଼ ପୁଅଟି ମରିଯିବାରୁ ବୁଢ଼ାର ଡେଣା ଛିଡ଼ି ପଡ଼ିଲା)
[ଦ୍ରଷ୍ଟବ୍ୟ —ଇଂରାଜିରେ ମଧ୍ୟ ଏହି ମର୍ମରେ 'Right hand- man' ଅର୍ଥାତ୍ 'ଡାହାଣହାତ ଭଳିଆ ବ୍ୟକ୍ତି' ବ୍ୟବହୃତ ହୁଏ ଯଥା —By the death of so and so, he has lost his right hand.]