ଡେଣ୍ଡିଆ
ଖଣ୍ଡିଆ; ବିକ୍ଷତ — Wounded.
[ଦ୍ରଷ୍ଟବ୍ୟ —ଓଡ଼ିଆରେ ଖଣ୍ଡିଆ ସଙ୍ଗେ ଦଣ୍ଡିଆ ସହଚର ରୂପେ ବ୍ୟବହୃତ ଯଥା, ଖଣ୍ଡିଆ ଦଣ୍ଡିଆ]