ଡେନ୍ମାର୍କ
(ଡେନାର୍କ—ଅନ୍ୟରୂପ)
ଇଉରୋପର ଜର୍ମାନୀରାଜ୍ୟର ଉତ୍ତରରେ ଦ୍ୱୀପ ଓ ଉପଦ୍ୱୀପ ସମ୍ୱଳିତ ଗୋଟିଏ ରାଜ୍ୟ — Demark.
[ଦ୍ରଷ୍ଟବ୍ୟ —ଏହାର ରାଜଧାନୀ କୋପେନ୍ହେଗେନ୍]