ଡେପୁଟୀ
ଦେଖଣା
ଡେପୁଟୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂ ଡେପୁଟୀ)
[ସମ୍ପାଦନା]ଦୋପଟୀ; ଡେପୁଟୀ କିଲଟର ଓ ଡେପୁଟୀ ମେଜେଷ୍ଟର; କଲେକ୍ଟରଙ୍କ ଅଧୀନ ଶାସନ ଓ ବିଚାର ବିଭାଗୀୟ ଉଚ୍ଚ କର୍ମଚାରୀ —Deputy; Deputy Collector; Deputy Magistrate.
[ଦ୍ରଷ୍ଟବ୍ୟ —ଏହି ଇଂରାଜି ଶବ୍ଦ ସଙ୍ଗେ ଅନ୍ୟାନ୍ୟ ଅନେକଗୁଡ଼ିଏ ଇଂରାଜୀ ଶବ୍ଦ ଭାଷାରେ ଚଳିଲାଣି; ଯଥା—ଇନ୍ସପେକ୍ଟର, ପୋଷ୍ଟ— ମାଷ୍ଟର, ପ୍ରେସିଡେଣ୍ଟ, ସୁପରିଣ୍ଟେଣ୍ଡେଣ୍ଟ, କମିସନର, ଗବର୍ଣ୍ଣର]