ଡେପୁଟୀ କମିସନର
ଦେଖଣା
ଡେପୁଟୀ କମିସନର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଡେପୁଟୀ କମିସନର
|
ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]ଅପେକ୍ଷାକୃତ ଅନୁନ୍ନତ (ନନ୍ ରେଗୁଲେସନ୍) ଜିଲ୍ଲାର ଉଚ୍ଚତମ ଶାସନକର୍ତ୍ତା —Deputy Commissioner of a non-regulation District.
[ଦ୍ରଷ୍ଟବ୍ୟ — ଇଂରାଜଶାସିତ ଉନ୍ନତ ଅଞ୍ଚଳରେ ଜିଲ୍ଲାର ପ୍ରଧାନ ଶାସନକର୍ତ୍ତାଙ୍କୁ ଡିଷ୍ଟ୍ରିକ୍ଟ—ମାଜିଷ୍ଟ୍ରେଟ୍ କହନ୍ତି]